ଅନ୍ତରାଷ୍ଟ୍ରୀୟ ଭାରତର ଚୀନ୍ କୁ କଡା ଜବାବ: ସୀମାରେ ଶାନ୍ତି ବିନା ପାରସ୍ପରିକ ସମ୍ପର୍କରେ ଉନ୍ନତି ଅସମ୍ଭବ ନୂଆଦିଲ୍ଲୀ: ଖୋଲାଖୋଲି ଭାବେ ଚୀନ୍କୁ ଭାରତ କହିଛି ଯେ, ପରସ୍ପର ମଧ୍ୟରେ ସମ୍ପର୍କ ସେତେବେଳ ସମ୍ଭବ ହେବ, ଯେତେବେଳେ ସୀମାରେ ଶାନ୍ତି ରହିବ। ଚୀନ୍ ପକ୍ଷକୁ ବୈଦେଶିକ…