ଆଞ୍ଚଳିକ ବୋମା ତିଆରି ଅଭିଯୁକ୍ତ ସୁନୀଲ ସେଠୀ ଗିରଫ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଗତ ଦିନରେ ଦିଗପହଣ୍ଡି ଅଞ୍ଚଳରେ ଘନଘନ ବୋମାମାଡ କରି ଅଞ୍ଚଳ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଥିବା ଯୁବକ ମାନଙ୍କୁ ପୋଲିସ…