ଅନ୍ତରାଷ୍ଟ୍ରୀୟ ୟୁକ୍ରେନର ସୁମିରେ ଋଷ ପକ୍ଷରୁ ବୋମା ବର୍ଷା: ୨ ଶିଶୁଙ୍କ ସମେତ ୧୮ ମୃତ୍ୟୁ ନୂଆଦିଲ୍ଲୀ: ୟୁକ୍ରେନର ସୁମି ସହର ଉପରେ ଋଷର ଆକ୍ରମଣରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ପିଲା ମଧ୍ୟ ଅଛନ୍ତି।…