ଅପରାଧ ଅତିକ୍ ଅହମ୍ମଦଙ୍କୁ ଦଣ୍ଡ ଘୋଷଣା ପରେ ଏସପି ବିଧାୟକଙ୍କ ଭାଇଙ୍କ କାରକୁ ବୋମାରେ ଆକ୍ରମଣ ନୂଆଦିଲ୍ଲୀ: ଉମେଶ ପାଲ ଅପହରଣ ମାମଲାରେ ମାଫିଆ ଅତିକ ଅହମ୍ମଦଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ପରେ ସମାଜବାଦୀ ପାର୍ଟି ବିଧାୟକ ପୂଜା ପାଲଙ୍କ ଭାଇଙ୍କ…