ଆଜିର ଖବର ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଧିକାରୀ ପୁଷ୍ପଲତା ରାଉତରାୟ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କର୍ମଚାରୀଙ୍କ ଦ୍ବାରା ଧରାପଡ଼ି ଫୁଲବାଣୀ ଥାନାରେ ଅଟକ ଅଛନ୍ତି। ଘଟଣାରୁ ପ୍ରକାଶ…