ବ୍ରହ୍ମପୁର ସଦର ଥାନା ପୋଲିସ୍

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ୧୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଲୁଲୁ ଦୋରା ନାମକ ଜଣେ ଯୁବକଙ୍କୁ ବ୍ରହ୍ମପୁର ସଦର ଥାନା ପୋଲିସ୍ ଗିରଫ କରିଛି।…