ଜାତୀୟ ଖବର ବ୍ଲାକ ଫଙ୍ଗସ ଏକ ସଂକ୍ରାମଣ ରୋଗ ନୁହେଁ, ଚିକିତ୍ସା ପାଇଁ ରହିଛି ଚ୍ୟାଲେଞ୍ଜ, ଡାକ୍ତର ରଣଦୀପ ଗୁଲେରିଆ ନୂଆଦିଲ୍ଲୀ, ମ୍ୟୁକୋରମାଇକୋସିସ୍ ବା ବ୍ଲକ୍ ଫଙ୍ଗସ ଏକ ସାଧାରଣ ଫଙ୍ଗାଲ୍ ବା ଫିମ୍ପି ସଂକ୍ରମଣ ଯାହାକି ଏବେ କୋଭିଡ଼ ୧୯ ସଂକ୍ରମିତ କିମ୍ବା ସେଥିରୁ ଆରୋଗ୍ୟ ଲାଭ…