ଆଜିର ଖବର ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନୂଆଦିଲ୍ଲୀ: ଆମେରିକା ଓ ୟୁରୋପର କେତେକ ଆନ୍ତର୍ଜାତିକ ବ୍ୟାଙ୍କରେ ସୃଷ୍ଟି ହୋଇଥିବା ସଙ୍କଟ ପରିପ୍ରେକ୍ଷୀରେ ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହର ପ୍ରସ୍ତୁତି, ବିଭିନ୍ନ ପଦକ୍ଷେପ, ସେମାନଙ୍କର କାରବାର…