ଆଜିର ଖବର ମହାବିଷୁବରେ ଉତ୍ତର ଦିଗକୁ ଯାତ୍ରା କଲେ ମା’ଭଗବତୀ, ଭଉଣୀ ଶିଦ୍ଧେଶ୍ୱରୀଙ୍କ ଠାରୁ ଆସିବ ଆଜ୍ଞାମାଳ ବାଣପୁର (ସୀତାରାମ ଅଗ୍ରୱାଲ): ମହାବିଷୁବ ସଂକ୍ରାନ୍ତି, ଉତ୍କଳୀୟଙ୍କ ନବବର୍ଷ ଭାବରେ ପାଳନ କରାଯାଏ। ପଣା ସଂକ୍ରାନ୍ତି ଭାବରେ ମଧ୍ୟ ଏହିଦିନ ଦେବାଦେବୀଙ୍କ ପୀଠରେ ଶୀତଳ ପଣା ଭୋଗ…