ବିଶେଷ ଖବର ‘ଛୁଞ୍ଚି ମୁନ ସହ ସମାନ ଜମିଟିଏ ମଧ୍ୟ କେହି ଅତିକ୍ରମଣ କରିପାରିବେ ନାହିଁ’: ଚୀନ୍କୁ ଅମିତ ଶାହାଙ୍କ କଡା ଜବାବ ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଅରୁଣାଚଳ ପ୍ରଦେଶର କିବିଥୁ ଠାରେ ‘ଭାଇବ୍ରେଣ୍ଟ ଭିଲେଜ ପ୍ରୋଗ୍ରାମ’ ଏବଂ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି…