ଆଜିର ଖବର ଷଷ୍ଠୀ ଓଷାରେ ଷଷ୍ଠୀଦେବୀ ଭାବରେ ପୂଜା ପାଇଲେ ମା’ ଭାଗବତୀ, ଲାଗି ହେଲା ଛଅ ପ୍ରକାର ବ୍ୟଞ୍ଜନ ବାଣପୁର (ସୀତାରାମ ଅଗ୍ରୱାଲ): ମନ୍ଦିରଗଣକଙ୍କ ଗଣନାନୁସାରେ ଭାଦ୍ରବ ଶୁକ୍ଳ ଷଷ୍ଠୀ ତିଥି ବୁଧବାର ଶୁଭଲଗ୍ନ ଦିବା ଏକ ଘଟିକା ସମୟରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ଥାଟପଟୁଆର ସହ…