ଆଜିର ଖବର ଭାରତ ଏଆଇ ସମ୍ମିଳନୀରେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ: ଭାରତ ମଣ୍ଡପମଠାରେ ଅନୁଷ୍ଠିତ ଭାରତ ଏଆଇ ସମ୍ମିଳନୀରେ ଓଡ଼ିଶା ପାଭିଲିୟନକୁ ପ୍ରଶଂସା କରିଛନ୍ତି ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଗଣମାଧ୍ୟମକୁ ଏକ ସଂକ୍ଷିପ୍ତ ସାକ୍ଷାତକାର…