ଆଜିର ଖବର ଆଜି ସିରିଜ କବଜା କରିବା ଲକ୍ଷ୍ୟରେ ଭାରତ, ଜାଣନ୍ତୁ କେବେ ଏବଂ କେଉଁଠାରେ ଦେଖିବେ ସିଧା ପ୍ରସାରଣ ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନୋଟି ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ। ଏହି ମ୍ୟାଚ୍ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ ଗ୍ରାଉଣ୍ଡରେ…