ଜାତୀୟ ଖବର ବିଭିନ୍ନ ଦାବୀ ନେଇ ଶ୍ରମିକ ସଂଗଠନର ଦୁଇ ଦିନିଆ ଭାରତ ବନ୍ଦ, ଓଡିଶାରେ କଣ ରହିଛି ପ୍ରଭାବ ଭୁବନେଶ୍ବର, ଆଜିଠାରୁ ଓଡିଶାର ବିଭିନ୍ନ ଶ୍ରମିକ ସଂଗଠନ ତରଫରୁ ଦୁଇଦିନିଆ ଭାରତ ବନ୍ଦ କରାଯାଇଛି। ଏହି ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ ତରଫରୁ ମଧ୍ୟ ସମର୍ଥନ ଦିଆଯାଇଛି।…