ଆଜିର ଖବର ଆଜି ୬୯ତମ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର: ୧୦୧ ରେଳବାଇ ଅଧିକାରୀ ଓ କର୍ମଚାରୀ ପାଇବେ ପୁରସ୍କାର ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପ୍ରତି ଉଲ୍ଲେଖନୀୟ ଅବଦାନ ଲାଗି ୧୦୧ ଜଣ ସମର୍ପିତ କର୍ମଚାରୀଙ୍କୁ ୬୯ତମ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର ୨୦୨୪ରେ ସମ୍ମାନିତ କରାଯିବ।…