ଜାତୀୟ ଖବର ଭାରତ-ୟୁରୋପ ମୁକ୍ତ ବାଣିଜ୍ୟ ରାଜିନାମାକୁ ସ୍ୱାଗତ କଲେ ବିଶ୍ୱ ଗଣମାଧ୍ୟମ ଏବଂ ନେତୃବର୍ଗ ନୂଆଦିଲ୍ଲୀ: ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମାକୁ ବିଶ୍ୱ ସ୍ତରରେ ଦୃଢ଼ ଏବଂ ସକାରାତ୍ମକ ସମର୍ଥନ ମିଳିଛି। ଅନ୍ତର୍ଜାତୀୟ ଗଣମାଧ୍ୟମ, ବିଦେଶୀ ରାଜନୈତିକ ନେତୃବୃନ୍ଦ, ବିଶ୍ୱ ବ୍ୟବସାୟ…