ଜାତୀୟ ଖବର କେନ୍ଦ୍ର ସରକାର ଆରମ୍ଭ କଲେ ଭାରତ ଅଟା, କିଲୋ ପିଛା ୨୭.୫୦ ଟଙ୍କା ନୂଆଦିଲ୍ଲୀ: ସାରା ଦେଶରେ କିଲୋ ପିଛା ୨୭ ଟଙ୍କା ୫୦ ପଇସା ଦରରେ କେନ୍ଦ୍ର ସରକାର ‘ଭାରତ ଅଟା’ ଯୋଗାଇ ଦେବେ। କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ…