ଆଜିର ଖବର କ୍ରୀଡ଼ା କ୍ଷେତ୍ରରେ ଭାରତର ରୂପାନ୍ତରଣ: ପ୍ରେରଣାଦାୟୀ ଚାମ୍ପିଅନଙ୍କୁ ସୃଷ୍ଟି କରୁଛି ଦେଶ ନୂଆଦିଲ୍ଲୀ: ଭାରତରେ ବିଶ୍ୱର ସର୍ବାଧିକ ଯୁବ ଜନସଂଖ୍ୟା ରହିଛି, ଯେଉଁଥିରେ ୩୫ ବର୍ଷରୁ କମ୍ ବୟସର ପ୍ରାୟ ୬୫ପ୍ରତିଶତ ଲୋକ ଅଛନ୍ତି। ଏହି ଜନସାଂଖିକୀୟ ଲାଭାଂଶର ସମ୍ଭାବନାକୁ…