ଆଞ୍ଚଳିକ ବାଣପୁର ବ୍ଲକ ସ୍ତରୀୟ ମିଲେଟ ମିଶନ ସଚେତନତା କାର୍ଯ୍ୟକ୍ରମ ବାଣପୁର (ସୀତାରାମ ଅଗ୍ରୱାଲ): ଭାରତୀୟ ଉଦ୍ୟୋମିତ ବିକାଶ ସଂସ୍ଥା ଆନୁକୁଲ୍ୟରେ ଆଜି ବାଣପୁର ବ୍ଲକ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ତୋରସିଂହ ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି।…