ଆଜିର ଖବର ଗର୍ବରୁ ଦୂରେଇ ରହିଲେ ନିଶ୍ଚିତ ଭାବରେ ମିଳିବ ସଫଳତା, ହନୁମାନ ଜୀ ଏବଂ ଭୀମଙ୍କ ଏହି କାହାଣୀରୁ ଶିଖନ୍ତୁ ଭୁବନେଶ୍ବର: ଯଦି ଆପଣ ସଫଳ କିମ୍ବା ଶକ୍ତିଶାଳୀ ହେବା ପରେ ଗର୍ବିତ ଏବଂ ଅହଂକାରୀ ହୁଅନ୍ତି, ତେବେ ଆପଣଙ୍କୁ ବର୍ବାଦ ହେବା ଲାଗି କୌଣସି ସମୟ ଲାଗିବ…