ଅପରାଧ ଭୁବନେଶ୍ବରର ଏକ ଏଟିଏମକୁ ଡାଲା ଅଟୋରେ ଉଠାଇ ଟଙ୍କା ନେଇଗଲେ ଦୁର୍ବୁତ, ତଦନ୍ତ ଆରମ୍ଭ ଭୁବନେଶ୍ବର: ଖୋଦ ରାଜଧାନୀରେ ଚୋରମାନେ କେତେ ସକ୍ରିୟ ଆଜିର ଏକ ଘଟଣାରୁ ଜଣାପଡିଛି। ଭୁବନେଶ୍ବରର ସାମାନ୍ତରାପୁର ଶ୍ରୀରାମନଗରରେ ଥିବା ଏକ ଏଟିଏମକୁ ଉଠାଇ ନେଇ ସେଥିରୁ ସମସ୍ତ…