ଆଜିର ଖବର ରାଜ୍ୟ ଭିତରେ ଚଳାଚଳ କରୁଥିବା ଟ୍ରେନ ସମୟର ପରିବର୍ତ୍ତନ, ଜାଣିବା ପାଇଁ ଏହି ନମ୍ବରକୁ ଫୋନ କରନ୍ତୁ ଭୁବନେଶ୍ବର, ପୂର୍ବତଟ ରେଳପଥ ରାଜ୍ୟ ଭିତରେ ଚାଲୁଥିବା ଏକ ଟ୍ରେନର ସମୟରେ ପରିବର୍ତ୍ତନ କରିଛନ୍ତି। ସେହି ଅନୁସାରେ ଭୁବନେଶ୍ବର- ରାଉରକେଲା- ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ ୫…