ଆଜିର ଖବର BREAKING: ଭୁବନେଶ୍ବରରେ ଅଗ୍ନିବର୍ଷା, ଆଜି ରାଜଧାନୀରେ ଓଡିଶାର ସର୍ବାଧିକ ତାପମାତ୍ରା ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଅଗ୍ନି ବର୍ଷା ହୋଇଛି। ଆଜି ଦିନ ୧୧.୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେତେବେଳେ ଜଣାପଡିଥିଲା ଯେ ଆଜି…