ଅପରାଧ ଗାଡ଼ିରେ ବିକଟାଳ ଶବ୍ଦ କରୁଥିଲେ ହୋଇଯା’ନ୍ତୁ ସାବଧାନ: ଗଣିବେ ମୋଟା ଅଙ୍କର ଜରିମାନା ଭୁବନେଶ୍ଵର: ପାର୍ବଣ ଋତୁ ପୂର୍ବରୁ କମିଶନରେଟ ପୋଲିସ ତତ୍ପରତା ଦେଖାଇଛି। ଗାଡିରେ ବିକଟାଳ ହର୍ନ ଲଗାଇଥିବା ଗାଡ଼ି ଉପରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗାଡ଼ିରୁ ବିକଟାଳ…