ଆଜିର ଖବର ବାତିଲ ହେଲା ପୁରୀ-ପାରାଦୀପ ଏବଂ ଭୁବନେଶ୍ୱର-ନୟାଗଡ଼ ଟାଉନ ସ୍ବତନ୍ତ୍ର ଟ୍ରେନ, ଜାଣନ୍ତୁ କାରଣ ଭୁବନେଶ୍ବର, ଯାତ୍ରୀଙ୍କ ଯିବାଆସିବା ନ ଥିବାରୁ ପୂର୍ବତଟ ରେଳବାଇ ଦୁଇଟି ସ୍ବତନ୍ତ୍ର ଟ୍ରେନର ଚଳାଚଳକୁ ବାତିଲ କରିଛନ୍ତି। ସେଗୁଡିକ ହେଲା ୦୮୪୨୩/୦୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ…