ଆଜିର ଖବର ଆସନ୍ତା 19 ତାରିଖରୁ ଭୁବନେଶ୍ବରରୁ ବାହାରୁଥିବା ଏକ ସ୍ପେଶାଲ ଟ୍ରେନର ରାସ୍ତା ପରିବର୍ତ୍ତନ ଭୁବନେଶ୍ବର, ଦକ୍ଷିଣ ରେଳପଥ ଅନ୍ତର୍ଗତ ଭଡାଭରୁ-ତାମ୍ବରମ ଷ୍ଟେସନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲିଛି। ସେଠାରେ ନୂତନ ଇଲେକ୍ଟ୍ରୋନିକ୍ ସିଗନାଲିଂ ସିଷ୍ଟମର କାର୍ଯ୍ୟ ଆରମ୍ଭ ହୋଇଛି।…