ଆଞ୍ଚଳିକ ଟାଙ୍ଗୀ: ଜରାଶ୍ରମରେ ଶୀତବସ୍ତ୍ର ବଣ୍ଟନ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଧିନସ୍ଥ ମଙ୍ଗଳାଯୋଡି ଜରାଶ୍ରମରେ ୪୦ ଜଣ ଅନ୍ତେବାସୀଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ କମ୍ବଳ ବଣ୍ଟନ କରାଯାଇଥିବା ଜଣାପଡିଛି। କନ୍ଧନୟାଗଡସ୍ଥିତ…