ଆଜିର ଖବର ଦକ୍ଷିଣ ଆଫ୍ରିକାରେ ୨ଟି ରୌପ୍ୟ ପଦକ ଜିତି ଗୌରବ ଆଣିଥିଲେ ଅମୀୟ, ହେଲେ ଭୁଲିଗଲା ପ୍ରଶାସନ ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଉପରମୁଣ୍ଡାର ଯୁବ ପ୍ରତିଭା ଅମିୟ କୁମାର ପ୍ରଧାନ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମଡ଼ର୍ଣ୍ଣ…