ଆଜିର ଖବର ମଣିପୁର ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟକା, କଂଗ୍ରେସରେ ଯୋଗ ଦେଲେ ବିଧାୟକଙ୍କ ସମେତ ବହୁ ବରିଷ୍ଠ ନେତା ନୂଆଦିଲ୍ଲୀ: ମଣିପୁର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏକ ବଡ଼ ଝଟକା ଲାଗିଛି। ଗତଥର ନିର୍ବାଚନରେ ଜିତିଥିବା ବିଧାୟକ ପି ଶରତଚନ୍ଦ୍ର ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି।…