ଆଜିର ଖବର ମଦ ପ୍ରସ୍ତୁତି କାରଖାନା ଉପରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ: ୫ ମହିଳାଙ୍କ ସମେତ ୮ ଅଟକ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅର୍ନ୍ତଗତ ଜି ନୁଆ ଗାଁ ରେ ଏକ ମଦ ପ୍ରସ୍ତୁତି କାରଖାନା ଉପରେ ଭଞ୍ଜନଗର, ବୁଗୁଡ଼ା…