ଜାତୀୟ ଖବର ରୁନ୍ଧା ଘରେ ଟଙ୍କା ଗଣି କର୍ମଚାରୀ ଅସୁସ୍ଥ, ଲାଗିଲା ଅକ୍ସିଜେନ ସିଲିଣ୍ଡର, ୨୫ଟି ମେସିନ ନିୟୋଜିତ ଭୁବନେଶ୍ବର: ଚାରିଦିନ ଧରି ଚାଲିଛି ଟଙ୍କା ଗଣତି ଯେ, ଏ ପର୍ଯ୍ୟନ୍ତ ଶେଷ ହେଉ ନାହିଁ। ମଦଭାଟିରୁ ଜବତ ସମସ୍ତ ଟଙ୍କା ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ମୁଖ୍ୟାଳୟରେ…