ଅନ୍ତରାଷ୍ଟ୍ରୀୟ ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମହେଶ୍ୱରୀଙ୍କ ହେଲା ବଦଳି: ଆମେରିକାରେ ମିଳିବ ନୂଆ ଦାୟିତ୍ଵ ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମହେଶ୍ୱରୀଙ୍କୁ ମାଇକ୍ରୋ ବ୍ଲଗିଂ ସାଇଟ୍ ଭାରତରୁ ହଟାଇ ଆମେରିକା ଫେରାଇନେଇଛି। ଏବେ ସେ ସେଠାରେ ଏକ ନୂଆ ଭୂମିକାରେ କାମ…