ଅନ୍ତରାଷ୍ଟ୍ରୀୟ ଭାରତକୁ ‘କଠୋର ପଡ଼ୋଶୀ’ ଘେରି ରହିଛନ୍ତି: ଆମେରିକାର ରାଷ୍ଟ୍ରପତିଙ୍କ ମନୋନୀତ ରାଷ୍ଟ୍ରଦୂତ ଏରିକ ମାଇକେଲ ୱାଶିଂଟନ୍: ଭାରତରେ ଆଗାମୀ ରାଷ୍ଟ୍ରଦୂତ ପାଇଁ ଲସ୍ ଆଞ୍ଜେଲ୍ସର ମେୟର ଏରିକ୍ ମାଇକେଲ୍ ଗାରସେଟୀଙ୍କୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମନୋନୀତ କରିଛନ୍ତି। ଏହାପରେ ଏରିକ୍ ମାଇକେଲ୍…