ଆଜିର ଖବର ଆଜି ଅପରାହ୍ନରେ ବସିବ ମନ୍ତ୍ରୀ ପରିଷଦ ଏବଂ କ୍ୟାବିନେଟ ବୈଠକ, ଜାଣନ୍ତୁ କଣ ନିଆଯିବ ନିଷ୍ପତି ଭୁବନେଶ୍ବର, ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଥମେ ମନ୍ତ୍ରୀ ପରିଷଦ ପରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଅପରାହ୍ନ 5ଟାରେ ପ୍ରଥମେ ମନ୍ତ୍ରୀ ପରିଷଦ…