ଆଞ୍ଚଳିକ ମନ୍ଦିର ଭିତରେ ପାଣି: ବର୍ଷା ଜଳ ନିଷ୍କାସନ ନେଇ ଗ୍ରାମବାସୀ ବାଣପୁର ତହସିଲଦାରଙ୍କ ଦ୍ୱାରସ୍ଥ ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ମନ୍ଦିର ଦୁଇଦିନ ଧରି ଜଳବନ୍ଦୀରେ ରହିଥିବା ଜଣାପଡିଛି। ଠାକୁର ରାଧାମୋହନ ଦେବଙ୍କ ମନ୍ଦିର ଭିତରେ ଆଣ୍ଠୁଏ…