ଜାତୀୟ ଖବର ରାଗିଲେ ଦିଦି: ଭାଷଣ ଦେବାକୁ ଯିବା ବେଳେ ହୋହାଲ୍ଲା ଶୁଣି ପଳେଇଲେ ମମତା, କଣ କହିଲେ ଜାଣିଛନ୍ତି ? କୋଲକାତା, ଆଜି ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିବା ସଭାରେ ମମତା କହିବାକୁ ଯିବା ବେଳେ ଜୋରରେ ହୋହାଲ୍ଲା ହେଲା। ଜୟ…