ମସରତ ଆଲାମ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ମୁସଲିମ୍ ଲିଗ୍ ଜମ୍ମୁ କାଶ୍ମୀର-ମସରତ ଆଲାମ ଗୋଷ୍ଠୀ (MLJK-MA) ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ…