ଆଜିର ଖବର କଳାହାଣ୍ଡି ଜିଲ୍ଲା ତାଳଗୁଡ଼ ମା’ ଡୋକରି ଦେବୀଙ୍କ ମସ୍ତକ ସ୍ଥାପନ ଉତ୍ସଵ ଅନୁଷ୍ଠିତ ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆସି ଯାଇଛି ପାର୍ବଣ ଋତୁ। ସବୁ ଆଡେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଆଜି ଠାରୁ ଆରମ୍ଭ ହେଲା ଶାରଦୀୟ ଦୁର୍ଗାପୂଜା…