ଆଜିର ଖବର ଏପ୍ରିଲ୍ ୧ ରୁ ମହଙ୍ଗା ହେବ ମଦ, ନୂତନ ଅବକାରୀ ନୀତିକୁ ରାଜ୍ୟ ସରକାରଙ୍କ ଅନୁମୋଦନ ଲକ୍ଷ୍ନୌ: ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ଉତ୍ତରପ୍ରଦେଶରେ ନୂତନ ଅବକାରୀ ନୀତି ଲାଗୁ ହେବା ସହିତ ମଦ ମୂଲ୍ୟରେ ବୃଦ୍ଧି ଘଟିବ। ଶନିବାର ଦିନ ଉତ୍ତରପ୍ରଦେଶ…