ମହାଅଷ୍ଠମୀ NAVARATRI2023

ଭୁବନେଶ୍ବର: ଆଜି ହେଉଛି ମଣ୍ଡପରେ ମହାଅଷ୍ଠମୀ ପୂଜା। ଏହିଦିନ ମହିଳାମାନେ ଅଷ୍ଟମୀ ବ୍ରତ ପାଳନ କରିଥାନ୍ତି। ସେଥିପାଇଁ ଆଜି ସକାଳୁ ବିଭିନ୍ନ ପୂଜାମଣ୍ଡପରେ ଗହଳି ଲାଗି ରହିଛି।…