ବିଶେଷ ଖବର ନୁପୁର ଶର୍ମାଙ୍କୁ ସମର୍ଥନ କଲେ ରାଜ ଠାକରେ: ଜାକିର ନାୟକଙ୍କ ଉଦ୍ଧେଶ୍ୟରେ କହିଲେ ଏଭଳି କଥା ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାନ ସେନା ମୁଖ୍ୟ ରାଜ ଠାକରେ ନୁପୁର ଶର୍ମାଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ସମସ୍ତେ ନୁପୁର ଶର୍ମାଙ୍କଠାରୁ କ୍ଷମା ମାଗିଥିଲେ କିନ୍ତୁ…