ଅପରାଧ ପଶ୍ଚିମବଙ୍ଗ ହିଂସା ଘଟଣା: ଏସଆଇଟି ଗଠନ ପାଇଁ ସିଜେଆଇଙ୍କୁ ଦାବି କଲେ ୨ ହଜାରରୁ ଉର୍ଦ୍ଧ୍ଵ ମହିଳା ଓକିଲ ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପରେ ହୋଇଥିବା ହିଂସା ଘଟଣାର ଏକ ନୂଆ ମୋଡ ନେଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଦୁଇ ହଜାରରୁ ଉର୍ଦ୍ଧ୍ଵ ମହିଳା ଆଇନଜୀବୀ ଏହି…