ମହିଳା ତୀରନ୍ଦାଜୀ ଦଳ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଏସିଆନ୍ ଗେମ୍ସ-୨୦୨୩ ରେ ୧୯ ତମ ସ୍ୱର୍ଣ୍ଣ ପଦକ ଜିତିଛି। ମହିଳା କମ୍ପାଉଣ୍ଡ ଦଳ ଇଭେଣ୍ଟ ଫାଇନାଲରେ ଭାରତ ବିଜୟ ଲାଭ କରିଛି।…