ଆଜିର ଖବର ମହିଳା ସାମ୍ବାଦିକଙ୍କୁ ମାଡ଼ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଭୁବନେଶ୍ୱରର ଏକ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଚାଲିଥିବା ଏକ ଚଳଚ୍ଚିତ୍ର ସମ୍ପର୍କରେ ଖବର ସଂଗ୍ରହ ପାଇଁ ଯାଇଥିବା ଜନୈକା ମହିଳା ସାମ୍ବାଦିକ ଦେବସ୍ମିତା…