ଆଜିର ଖବର ତାଳକଣିରେ ବିକଶିତ ଭାରତ ସଂକଳ୍ପ ଯାତ୍ରା: ଟିଭି ରେ ଦେଖିଲେ ପ୍ରଧାନମନ୍ତ୍ରୀ ରଣପୁର: ଆଜି ରଣପୁର ବ୍ଲକର ତାଳକଣି ଠାରେ କେନ୍ଦ୍ର ସରକାରଙ୍କ ଆମ ସଂକଳ୍ପ ବିକଶିତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଛି। ଏକ ଟିଭି ପରାଦାରେ ତାଳକଣି ବାସୀଙ୍କ ସହ…