ଆଜିର ଖବର ଏକାମ୍ର ବିକାଶ ମଞ୍ଚର ମହିଳା ଦିବସ, ୪ଜଣଙ୍କୁ ସ୍ୱୟଂସିଦ୍ଧା ସମ୍ମାନ ଭୁବନେଶ୍ୱର, ଏକାମ୍ର ବିକାଶ ମଞ୍ଚ ପକ୍ଷରୁ ସିଦ୍ଧି ମଣ୍ଡପଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ମଞ୍ଚର ସଭାପତି ରଶ୍ମୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ…