ଧର୍ମ ପବିତ୍ର ପଣା ସଂକ୍ରାନ୍ତିରେ ଡିଙ୍ଗର ଗାଁର ମା କାଳିକାଙ୍କ ଭିନ୍ନ ଏକ ପରଂପରା ପ୍ରକାଶ ଭୂୟାଁ ଆସନ୍ତା କାଲି ପବିତ୍ର ମହାବିଷୁବ ସଂକ୍ରାନ୍ତି। ଆରମ୍ଭ ହେବ “ମା କାଳିକା”ଙ୍କର ଓଡିଶା ପ୍ରସିଦ୍ଧ ପଣାଯାତ୍ରା। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆଁ। ଜାତୀୟ ରାଜପଥରୁ ଦକ୍ଷିଣକୁ…