ଆଞ୍ଚଳିକ ବାସେଳୀ ପୀଠରେ ୧୬ ତମ ବାର୍ଷିକ ତିନିଦିଆ ଯଜ୍ଞ ଆରମ୍ଭ କୁଜଙ୍ଗ: କୁଜଙ୍ଗ ପଂଚାୟତ ବଳରାମପୁର ଗ୍ରାମର ମା ବାସେଳୀ ପୀଠରେ ବଳରାମପୁର କର୍ଣ୍ଣଧାର ସମିତି ପକ୍ଷରୁ ୧୬ତମ ବାର୍ଷିକ ଯଜ୍ଞ ଆଜିଠାରୁ ଆରମ୍ଭ ହୋଇଛି। ତିନିଦିନ ଧରି…