ଆଜିର ଖବର ଆଜି ଦୁଇ ଭାଇଙ୍କ ହାତରେ ମା ସୁଭଦ୍ର ବାନ୍ଧିବେ ରାକ୍ଷୀ, ପାଳନ ହେବ ବଳଭଦ୍ରଙ୍କ ଜନ୍ମ ଉତ୍ସବ ପୁରୀ: ଆଜି ଶ୍ରୀମନ୍ଦିରରେ ପାଳନ ହେବ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଏହି ଦିନ ଶ୍ରୀମନ୍ଦିରରେ ଦୁଇଟି ପର୍ବ ପାଳନ ହୋଇଥାଏ। ଆଜି ପ୍ରଭୃ ବଳରାମ…