ଜାତୀୟ ଖବର ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ତିନୋଟି ପ୍ରମୁଖ ଉପକ୍ରମର ଘୋଷଣା କରିଛନ୍ତି। ଏସବୁ ଉପକ୍ରମ ଭାରତର ଗଣମାଧ୍ୟମ, ପ୍ରସାରଣ ଏବଂ…